Jump to content

ଯହିଁରୁ

ଉଇକିଅଭିଧାନ‌ରୁ

ଯହିଁରୁ

ଉଚ୍ଚାରଣ

[ସମ୍ପାଦନା]

(ଆପେକ୍ଷିକ ଶବ୍ଦ—ତହିଁରୁ)

ଅନୁବାଦ

[ସମ୍ପାଦନା]

ଦେଶଜ - ସର୍ବ

[ସମ୍ପାଦନା]
୧. ଯେଉଁଠାରୁ; ଯେଉଁ ସ୍ଥାନରୁ — ୧. From which place; whence; wherefrom.
୨. ଯେଉଁ ବସ୍ତୁରୁ ବା ବିଷୟରୁ —୨. From which matter or thing.
୩. ଯହୁଁ; ଯେଉଁ ହେତୁରୁ; ଯେଉଁ କାରଣରୁ —୩. For which reason; on account of which.