Jump to content

ଯହିଁ ତହିଁରେ

ଉଇକିଅଭିଧାନ‌ରୁ

ଯହିଁ ତହିଁରେ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

(ଯହିଁରେ ତହିଁରେ—ଅନ୍ୟରୂପ)

ଦେଶଜ - ସର୍ବ.

[ସମ୍ପାଦନା]

ଯେ କୌଣସି ବିଷୟରେ; ସମୟ ବିଷୟରେ —In all matters; in every case.

[ଉ—ସକଳ ଭୂତେ ଦୟା କର, ଯହିଁତହିଁରେ ତୋଷ ଧର ଜଗନ୍ନାଥ ଭାଗବତ]