ଯହିଁ ପାଇଁ
(ଯହିଁ ଲାଗି—ଅନ୍ୟରୂପ)
(ଆପେକ୍ଷିକ ଶବ୍ଦ—ତହି ପାଇଁ)
ଯେଉଁ ବିଷୟ ବା ବାସ୍ତୁ ନିମନ୍ତେ — Wherefor; for which matter or thing.
[ଯ(ଯା) ହିଁ ପେଇଁ—ଗ୍ରାମ୍ୟରୂପ]
(ଉ—ତାଳ ଗଛ ମୂଳେ ଢମଣା, ତୁ ଯହିଁପାଇଁ ନସରପସର ତତେ କିଏ ଦେବ ମାଗଣା ?—ତଗ)