Jump to content

ଯହୁଁ

ଉଇକିଅଭିଧାନ‌ରୁ

ଯହୁଁ

ଉଚ୍ଚାରଣ

[ସମ୍ପାଦନା]

(ଆପେକ୍ଷିକ ଶବ୍ଦ—ତହୁଁ)

  • (file)
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ସର୍ବ (ସଂସ୍କୃତ - ଯସ୍ମାତ୍)

[ସମ୍ପାଦନା]
୧. ଯହିଁରୁ (ଦେଖ) - — ୧. J̄ahiñru (See).
୨. ଯେଉଁକାଳରୁ — ୨. Form which time.
୩. ଯେଉଁ ସ୍ଥାନରୁ —୩. From which place.
୪. ଯେଉଁ ବିଷୟରୁ —୪. From which matter.
୧. ଯେଉଁ ବିଷୟ ଘଟିବା ପରେ — ୧. After which event.
୨. ଯେଉଁ ହେତୁରୁ; ଯେଉଁ କାରଣରୁ —୨. Owing to which reason; wherefor.
୩. ଯେହେତୁ —୩. Whereas; wherefore.

(ଉ—ତାହାର କୁଳରେ ଯହୁଁ ନୋହିଲାକ ପୁତ୍ର, ଦିନୁ ଦିନୁ ଦୁଃଖାନଳ ହେଲା ପ୍ରଜ୍ୱଳିତ— ବିଶ୍ୱନାଥ ବିଚିକ୍ରରାମାୟଣ)