ଯହୁଁ ଯହୁଁ
ଦେଖଣା
ଯହୁଁ ଯହୁଁ
ଉଚ୍ଚାରଣ
[ସମ୍ପାଦନା](ଆପେକ୍ଷିକ ଶବ୍ଦ—ତହୁଁ ତହୁଁ)
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - ଅ
[ସମ୍ପାଦନା]- ୧. କ୍ରମଶଃ; ଯେଉଁପରି; ଅନୁକ୍ରମେ — ୧. By and by; gradually as.
(ଯଥା—ଯହୁଁ ଯହୁଁ ବେଳ ଉଛୁର ହେଲା, ତହୁଁ ତହୁ ମତେ ବେଶି ଭୋକ କଲା)
- ୨. ଯଥାକ୍ରମେ — ୨. Respectively.
- ୩. ଅନୁପାତକ୍ରମେ — ୩. Proportionately.
(ଉ—ଯହୁଁ ଯହୁଁ ବଡ଼— ଲୋକ ତହୁଁ ତହୁଁ ଓଲ୍ଲୁ—ଢଗ)
- ୩. ଯେଉଁ ଯେଉଁ ସ୍ଥାନରୁ; ଯେଉଁ ସ୍ଥାନମାନଙ୍କରୁ) —୩. From which places.
(ଯଥା—ମୁଁ ଯହୁଁଯହୁଁ ଧନ ସଂଗ୍ରହକଲି, ସେ ତହୁଁ ତହୁଁ ବସ୍ତ୍ର ସଂଗ୍ରହ କଲା