ଯାଁଚ ମୋହରର୍
ଦେଖଣା
ଯାଁଚ ମୋହରର୍
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଯାଁଚ ମୋହରର୍
|
ଦେଶଜ - ବି—(କଚିରିଈ, ସେଟଲ୍ମେଣ୍ଟ୍ ବିଭାଗ ବ୍ୟବହୃତ) (ସଂସ୍କୃତ - ଯାଚନ+ ଫାରାସୀ - ମୂହରିର୍)
[ସମ୍ପାଦନା]ଯେଉଁ ମୋହରର ଅନ୍ୟର ଲେଖା ଆଦିକୁ ପରୀକ୍ଷା ବା ମୁକାବିଲା କରେ Comparing or checking or auditing clerk.
[ଦ୍ରଷ୍ଟବ୍ୟ —ଏହିପରି ଯାଁଚ୍ ଅମିନ୍, ଯାଁଚ୍ ଅଫିସର୍ ଆଦି ଶବ୍ଦମାନ ହୁଏ]