Jump to content

ଯାଅଁଲା

ଉଇକିଅଭିଧାନ‌ରୁ

ଯାଅଁଲା

ଉଚ୍ଚାରଣ

[ସମ୍ପାଦନା]

ଯାଆଳା, ଯାଆଁଳା (ଲା), ଯାଉଳା, ଯାଉଁଳା (ଳି), ଯାଏଁଳା ଅନ୍ୟରୂପ

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଯାମଳ, ଯାମଳା)

[ସମ୍ପାଦନା]

ଯମଜ ସନ୍ତାନ; ଏକ ସମୟରେ ମାତୃଗର୍ଭରୁ ଭୂମିଷ୍ଠ ସନ୍ତାନ—ଦ୍ୱୟ — Twins; a pair born together.

ଦେଶଜ - ବିଶେଷଣ -

[ସମ୍ପାଦନା]

ଯୁଗ ହୋଇ ଜନ୍ମି ଥିବା —Born twins .

(ଯଥା— ଯାଆଁଳା ପୁଅ ଝିଅ)