ଯାଆଁଳ
ଦେଖଣା
ଯାଆଁଳ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ଯମଳ; ଯାଆଳା ପିଲାଙ୍କ ପରି ମାତୃ ଗର୍ଭରୁ ଏକ ସମୟରେ ଜନ୍ମ ହେବାରୁ)
[ସମ୍ପାଦନା]- ୧. ବଡ଼ ମାଛଙ୍କର ପିଲା; ଶିଶୁ ମତ୍ସ୍ୟ —୧. The fry or young of fishes; young fish.
- ୨. ମତ୍ସ୍ୟଶିଶୁଙ୍କ ଦଳ; ଛୁଆମାଛଙ୍କ ମନ୍ଦା —୨. A shoal of little fishes or fry.
ପ୍ରାଦେଶିକ - (ବଣେଇ, ଗଡ଼ଜାତ) ବିଶେଷ୍ୟ -
[ସମ୍ପାଦନା]ମାଛ ମାରିବା ଯନ୍ତ୍ର ବିଶେଷ —A contrivance to catch fish.