Jump to content

ଯାଆଁଳ ଖେଳେଇବା

ଉଇକିଅଭିଧାନ‌ରୁ

ଯାଆଁଳ ଖେଳେଇବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ମାଛର ଯାଆଁଳ ପାଣି ଭିତରେ ଖେଳୁଥିବା ବେଳେ (ତାଙ୍କର ମାଆ) ଗଭୀର ପାଣି ମଧ୍ୟରେ ବୁଡ଼ି ରହି ଉକ୍ତ ପିଲାଙ୍କୁ ଜଗିବା —୧. (said of the mother- fish) To watch the shoals or fry playing [on the surface of the water.
୨. (ଲକ୍ଷଣାର୍ଥ) ବହୁତ ଗୁ଼ଡ଼ିଏ ସନ୍ତାନର ମାତା ହେବା — ୨. (figurative) To be the mother of a bevy of children.