Jump to content

ଯାଆଁଳ ଛାଡ଼ିବା

ଉଇକିଅଭିଧାନ‌ରୁ

ଯାଆଁଳ ଛାଡ଼ିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ମାଛମାନେ ବଢ଼ିବା ପାଇଁ ନଈ ଆଦିରୁ ମାଛର ଯାଆଁଳ ଆଣି ପୋଖରୀରେ ଛାଡୢବା — ୧. To rear up fishes in a pond.
୨. ବହୁ ସନ୍ତାନର ମାତା ବା ପିତା ହେବା — ୨. (figurative) To bring forth a swarm of children; to become parents of a good number of children.
୩. (ଲକ୍ଷଣାର୍ଥ) ଅନେକଗୁଡିଏ କ୍ଷେତ୍ରଜ ସନ୍ତାନର ପିତା ହେବା — ୩. (figurative) To become the father of children on the wives of other people.