ଯାଆ ନଣଦ
ଦେଖଣା
ଯାଆ ନଣଦ
ଉଚ୍ଚାରଣ
[ସମ୍ପାଦନା](ଯା ନଣନ୍ଦ—ଅନ୍ୟରୂପ)
ଅନୁବାଦ
[ସମ୍ପାଦନା]ଯାଆ ନଣଦ
|
ଦେଶଜ - ବିଶେଷ୍ୟ - (ସହଚର; ଶବ୍ଦ; ସଂସ୍କୃତ - ଯାତୃ, ନନାନ୍ଦ ବା ନନାନ୍ଦୁ)
[ସମ୍ପାଦନା]ସ୍ୱାମୀଙ୍କର ଭ୍ରାତୁଜାୟା ଓ ଭଗିନୀ — One's husband's brother's wife and husband's sister.