ଯାଆ ଯେଉଳା
ଦେଖଣା
ଯାଆ ଯେଉଳା
ଉଚ୍ଚାରଣ
[ସମ୍ପାଦନା](ଯା ଯେଉଳା—ଅନ୍ୟରୂପ)
ଅନୁବାଦ
[ସମ୍ପାଦନା]ଯାଆ ଯେଉଳା
|
ଗ୍ରାମ୍ୟ - ବିଶେଷ୍ୟ - ସ୍ତ୍ରୀ (ସହଚର ଶବ୍ଦ; ଯେଉଳା ନିରର୍ଥକ ଶବ୍ଦ)
[ସମ୍ପାଦନା]କୌଣସି ସ୍ତ୍ରୀଙ୍କର ନିଜ ପରିବାରସ୍ଥା ପତିଙ୍କ ଭ୍ରାତୃଜାୟା ଓ ଅନ୍ୟାନ୍ୟ ସ୍ତ୍ରୀଗଣ — The females of a woman's own familty (including one's husband's brother's wife)
(ଉ—ଯାଆ ଯେଉଳାରେ ଘର, କି ଥାଇଁ କରିବେ ଶାଶୁ ଶଶୁର ଲୋ ବଞ୍ଚନ୍ତୁ ମୋହରି ବର—ଢଗ)