Jump to content

ଯାଇ କିରି

ଉଇକିଅଭିଧାନ‌ରୁ

ଯାଇ କିରି

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

[ଯାଇକ (କି) ରିକ (କି) ରି—ଅନ୍ୟରୂପ]

ଅନୁବାଦ

[ସମ୍ପାଦନା]

ଦେଶଜ -

[ସମ୍ପାଦନା]
୧. କ୍ରିୟା (ଯିବା କ୍ରିୟାର ଅସମାପିକାରୂପ)— ଗମନ କ୍ରିୟା କରି —୧. (participle of the verb to go) Going.

=== ଦେଶଜ - ଅ.

୧. —ଅବଶେଷରେ — ୧. At last.

(ଯଥା—ଆଜି ପରୀକ୍ଷ ସରିଲା, କିନ୍ତୁ ଫଳ ଯାଇ କରି ତିନି ମାସ ପରେ ବାହାରିବ)

୨. (ବ୍ୟକ୍ତିଗତ ମୁଦ୍ରାଦୋଷ ବା ଅନର୍ଥକ ବାକ୍ୟପ୍ରୟୋଗ) ପରେ; ତତ୍ପରେ; ଅନନ୍ତର — ୨. After; afteewards; then.
୩. ଏବଂ — ୩. And; also.