Jump to content

ଯାଇ ତାଇ

ଉଇକିଅଭିଧାନ‌ରୁ

ଯାଇ ତାଇ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷଣ - (ସଂସ୍କୃତ - ଯହି ତହିଁ, ଯତ୍ତତ୍)

[ସମ୍ପାଦନା]
୧. ଯେନ ତେନ ପ୍ରକାରେ ସଂପାଦିତ —୧. Done or finished somehow or other.
୨. କାମ ଚଳିଲା ଭଳି —୨. Tolerable.

କ୍ରି.ବିଶେଷଣ -

[ସମ୍ପାଦନା]
୧. କଷ୍ଟେ ମଷ୍ଟେ —୧. Anyhow.

(ଯଥା—ଅର୍ଥାଭାବରୁ ମୁଁ ଯାଇ ତାଇ ଏ ବିଭାଘଟି ସମାଧା କରିଦେଲି)

୨. ସାମାନ୍ୟ ପ୍ରକାରେ —୨. In a simple fashiou or style.
୩. କାମ ଚଳିଲା ଭଳି; ଗୁଜୁରାନ୍ ମେଣ୍ଟିବା ପ୍ରକାରେ; ଚଳନୀୟରୂପେ —୩. Tolerably.