Jump to content

ଯାଉଁଳିଆ

ଉଇକିଅଭିଧାନ‌ରୁ

ଯାଉଁଳିଆ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷଣ -

[ସମ୍ପାଦନା]

ଯେଉଁ ବ୍ୟକ୍ତି ଯାଉଁଳିଦ୍ୱାରା କୌଣସି ପଦାର୍ଥ ବହେ —Carrying things by means of double packs suspended from the shoulder.

ବିଶେଷ୍ୟ -

[ସମ୍ପାଦନା]

ପୂର୍ବେ ଗଞ୍ଜାମ ଅଞ୍ଚଳରୁ ଆସି କଟକରେ ଗୁଆ ମସଲା ଆଦି ବେପାର କରୁଥିବା ବ୍ରାହ୍ମଣ ମହାଜନ — Brahmin traders from Ganjam formerly carrying on trade in spices etc at Cuttack.

[ଦ୍ରଷ୍ଟବ୍ୟ —ଏମାନେ ପୂର୍ବେ, ଅର୍ଥାତ୍ ରେଲ ଜାହାଜ ଆଦି ଚଳି ନ ଥିବା ସମୟରେ, ଦକ୍ଷିଣାଞ୍ଚଳରୁ ଯାଉଁଳିଦ୍ୱାରା ପଣ୍ୟଦ୍ରବ୍ୟ ଓ ମସଲାମାନ ବୋହି ଆଣି ଏ ଦେଶରେ ବେପାର କରୁଥିଲେ ଓ ସେମାନଙ୍କ ବଂଶଧରମାନେ ଯାଉଁଳିଆ ନାମରେ ପରିଚିତ କଟକ ଚଉଧୁରୀବଜାରର ଗୋଟିଏ ଗଳିର ନାମ ଯାଉଁଳିଆପଟୀ]