ଯାଉଁଳି ଗୁଣା
ଦେଖଣା
ଯାଉଁଳି ଗୁଣା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଯାଉଁଳି ଗୁଣା
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ସ୍ତ୍ରୀମାନଙ୍କ ନାକପୁଡ଼ାରେ ପିନ୍ଧାଯିବା ଏକ ପ୍ରକାର ସୁନାର ଗୁଣା (ଏଥିପେ ଉପର୍ଯ୍ୟୁପରି ଦୁଇଟି ସମ ପରିଧିବିଶିଷ୍ଟ ବେଢ଼ ଥାଏ) — A kind of double-rimmed golden flower worn on the side of the nostrils by females.
(ଉ—ସାଉଁଳ ନାକରେ ଯାଉଁଳି ଗୁଣା ମାରିତ ପକେଇଲା—ଢଗ)