ଯାଉଁଳି ଜହ୍ନ
ଦେଖଣା
ଯାଉଁଳି ଜହ୍ନ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଯାଉଁଳି ଜହ୍ନ
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ଆକାଶରେ ଏକ ସମୟରେ ଉଇଁବା ରୂପେ କଳ୍ପିତ ଦୁଇ ଗୋଟି ଚନ୍ଦ୍ର —୧. Two moons imagined to rise simultaneously in the sky.
- ୨. ସୁନ୍ଦରୀ ବାଳିକାଙ୍କୁ ଦିଆଯିବା ନାମ —୨. A name given to lovely girls.
[ଦ୍ରଷ୍ଟବ୍ୟ —ଲୋକେ ସୌନ୍ଦର୍ଯ୍ୟର ଉଦାହରଣରୂପେ ଅର୍ଥ;—ବାଳିକାଟି ଜହ୍ନ ଅପେକ୍ଷା ଦୁଇଗୁଣ ସୁନ୍ଦର]