ଯାଉଁଳି ତାଡ଼ୁ
ଦେଖଣା
ଯାଉଁଳି ତାଡ଼ୁ
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ବାହୁର ଅଳଙ୍କାର ବିଶେଷ —୧. An ornament worn on the arm.
ଅନୁବାଦ
[ସମ୍ପାଦନା]ଯାଉଁଳି ତାଡ଼ୁ
|
(ଉ—ଯାଉଁଳି ତାଡ଼ି ସଜାଡ଼ି କଲିଆରି ଶଙ୍ଖଚୂଡ଼ି ସୁପ୍ରୀତିରେ, ଘେନିବାରୁ କାନ୍ତି ଅଧିକା ଭଞ୍ଜ ଲାବଣ୍ୟବତୀ)
[ଦ୍ରଷ୍ଟବ୍ୟ —ସାଧାରଣ ତାଡ଼ରେ ଗୋଟିଏ ବଳୟ ଥାଏ, ଯାଉଳି ତାଡ଼ରେ ଦୁଇଟି ବଳୟ ଏକସଙ୍ଗେ ଝଳା ହୋଇଥାଏ]
- ୨. ଦୁଇ ବାହୁରେ ପିନ୍ଧାଯିବା ତାଡ଼ଦ୍ୱୟ — ୨. A pair of Tāṟḍ̠as put on the two arms.
[ଦ୍ରଷ୍ଟବ୍ୟ —ସାଧାରଣତଃ ସ୍ତ୍ରୀଲୋକମାନେ ଏକ ବାହୁରେ ପଟେ ତାଡ଼ ଓ ଅନ୍ୟ ବାହୁରେ ମାଳେ ବିଦ ପିନ୍ଧନ୍ତି କିନ୍ତୁ ବେଳେ ବେଳେ କୌଣସି କୌଣସି ସ୍ତ୍ରୀ ଦୁଇ ବାହୁରେ ଦୁଇଟି ତାଡ଼ (ଯାଉଁଳି ତାଡ଼) ପିନ୍ଧନ୍ତି]