ଯାଉଁଳି ମୁଦି
ଦେଖଣା
ଯାଉଁଳି ମୁଦି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଯାଉଁଳି ମୁଦି
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ଗୋଟିଏ ଆଙ୍ଗୁଠିରେ ଏକତ୍ର ପିନ୍ଧିଯିବା ଦୁଇଟି ମୁଦି —Two rings worn together on the finger.
(ଉ—ପିତା ଶାଗ ବୁଦି— ବୁଦି, ପିତେଈ ଗୋଡ଼ରେ ଯାଉଁଳି ମୁଦି, ଚାଲୁଥାଏ କୁଦି କକୁଦି—ଢ଼ଗ)