ଯାଉଳିଆ
ଦେଖଣା
ଯାଉଳିଆ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଯାଉଳିଆ
|
ଦେଶଜ - ବିଶେଷଣ -
[ସମ୍ପାଦନା]ଯେଉଁ ବ୍ୟକ୍ତି ଯାଉଁଳିଦ୍ୱାରା କୌଣସି ପଦାର୍ଥ ବହେ —Carrying things by means of double packs suspended from the shoulder.
ବିଶେଷ୍ୟ -
[ସମ୍ପାଦନା]ପୂର୍ବେ ଗଞ୍ଜାମ ଅଞ୍ଚଳରୁ ଆସି କଟକରେ ଗୁଆ ମସଲା ଆଦି ବେପାର କରୁଥିବା ବ୍ରାହ୍ମଣ ମହାଜନ — Brahmin traders from Ganjam formerly carrying on trade in spices etc at Cuttack.
[ଦ୍ରଷ୍ଟବ୍ୟ —ଏମାନେ ପୂର୍ବେ, ଅର୍ଥାତ୍ ରେଲ ଜାହାଜ ଆଦି ଚଳି ନ ଥିବା ସମୟରେ, ଦକ୍ଷିଣାଞ୍ଚଳରୁ ଯାଉଁଳିଦ୍ୱାରା ପଣ୍ୟଦ୍ରବ୍ୟ ଓ ମସଲାମାନ ବୋହି ଆଣି ଏ ଦେଶରେ ବେପାର କରୁଥିଲେ ଓ ସେମାନଙ୍କ ବଂଶଧରମାନେ ଯାଉଁଳିଆ ନାମରେ ପରିଚିତ କଟକ ଚଉଧୁରୀବଜାରର ଗୋଟିଏ ଗଳିର ନାମ ଯାଉଁଳିଆପଟୀ]