Jump to content

ଯାଏ କେତେ ଆସେ କେତେ

ଉଇକିଅଭିଧାନ‌ରୁ

ଯାଏ କେତେ ଆସେ କେତେ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

(ଯାଏ ଆସେ କେତେ—ଅନ୍ୟରୂପ)

ଦେଶଜ - ବାକ୍ୟାଂଶ

[ସମ୍ପାଦନା]

ଏ ବିଷୟରେ (ଅମୁକର) ବ୍ୟକ୍ତିଗତ ଲାଭ ନାହିଁ ବା କ୍ଷତି ନାହିଁ; ଏ ବିଷୟ (ଅମୁକକୁ) ଗୁରୁତର ଭାବରେ ସ୍ପର୍ଶ କରିବ ନାହିଁ —It matters little to (someone)

(ଯଥା—ଦେଶରେ ଦୁର୍ଭିକ୍ଷ ପଡ଼ିଲେ ମୋଟାଦରମାବାଲା ସରକାରୀ କର୍ମଚାରୀଙ୍କର ଯାଏ କେତେ ଆସେ କେତେ)