ଯାକୁଟି
ଦେଖଣା
ଯାକୁଟି
ଉଚ୍ଚାରଣ
[ସମ୍ପାଦନା](ଯାହାକୁହି, [ହିଁ,ଟି]—ଅନ୍ୟରୂପ)
ଧ୍ୱନି (ମାନକ ଓଡ଼ିଆ) (file)
ଦେଶଜ - ସର୍ବନାମ
[ସମ୍ପାଦନା](ସଂସ୍କୃତ - ଯଂ. ହି, ଯାଂହି, ଯଦ୍ଧି) — Whom or which which certainly.
ଯାକୁଟି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା](ଯାକଟି—ଅନ୍ୟରୂପ)
ଦେଶଜ - ଅ.
[ସମ୍ପାଦନା]- ୧. ସମୁଦାୟ —୧. All.
- ୨. (ଅନ୍ୟ ଶବ୍ଦ ପରେ ଯୁକ୍ତ)—ତମାମ — ୨. Throughout.
(ଉ—ହୋଇବତ ବିଖ୍ୟାତ ଜଗତ ଯାକୁଟି କୃଷ୍ଣସିଂହ. ମହାଭାରତ. ବନ)