Jump to content

ଯାକେ

ଉଇକିଅଭିଧାନ‌ରୁ

ଯାକେ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ଅ.—(ସଂସ୍କୃତ - ଯାବତ୍)

[ସମ୍ପାଦନା]
୧. (ବ୍ୟକ୍ତି, ସମୟ ବା ସ୍ଥାନ) ପର୍ଯ୍ୟନ୍ତ; ଯାଏ —୧. Till; upto (time or place or person.)

(ଉ—ଶ୍ରମକି ଆଜଯୋକେ ହେଲା ସଫଳ—କବିସୂର୍ଯ୍ୟ. କିଶୋରୀ ଚମ୍ପୂ. ଶ: ଗୀତ)

୨. ତମାମ୍ —୨. Throughout.

(ଯଥା—୩ଦିନ ଯାକେ ଉତ୍ସବ ଲାଗିଲା)