Jump to content

ଯାଗିରି ମାହାଲ

ଉଇକିଅଭିଧାନ‌ରୁ

ଯାଗିରି ମାହାଲ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ବୈଦେଶିକ - ବିଶେଷ୍ୟ - (ଫାରାସୀ - ଜାଗୀର୍+ମହଲ୍)

[ସମ୍ପାଦନା]

ଜାଗିରିଦାରଙ୍କୁ ଇଂରାଜଙ୍କ ପ୍ରଦତ୍ତ ନିଷ୍କର ଜମି —The Jaghir Mahals.

[ଦ୍ରଷ୍ଟବ୍ୟ —ଓଡ଼ିଶାର ପ୍ରସିଦ୍ଧ 'ଯାଗିର ମାହାଲ' ପୁରୀ ଜିଲ୍ଲାର ସଦର ସବ୍ଡ଼ିଭିଜନରେ କୃଷ୍ଣପ୍ରସାଦ ଓ ବ୍ରହ୍ମଗିରି ଥାନାରେ ଅବସ୍ଥିତ ଏହା ନିମ୍ନ ପାଞ୍ଚଗୋଟି ପ୍ରଗନ୍ନାରେ ଗଠିତ

୧. ବ୍ରଜକୋଟ, ୨ ମାଲୁଦ, ୩ ପାରିକୁଦ, ୪ ମାଣିକି— ପାଟଣା, ଓ ୫ ଆନ୍ଧାରି ଖ୍ରୀଃ ୧୮୩.:ରେ ଇଂରାଜମାନେ ଏହି ବାଟ ଦେଇ ପୁରୀକୁ ଆସି ଓଡ଼ିଶଆ ଅଧିକାର କରିଥିଲେ ସେ ସମୟରେ ମରହଟ୍ଟାଙ୍କ ସ୍ଥାନୀୟ ଜମାଦାର ଫତେ ମହମ୍ମଦ୍ ଇଂରାଜମାନଙ୍କୁ ସାହାଯ୍ୟ କରିଥିବାରୁ ଏହି ମାହାଲ ତାଙ୍କୁ ନିଷ୍କର ଦିଆଯାଇ ଥିଲା (ରାଧାଚରଣ—ପାରିକୁଦ ଇତିହାସ) ଜାଗିରଦାର୍ ତଳେ ଟିକା ଦେଖ]