Jump to content

ଯାଗ ଘିଅ କୁକୁର ଖାଇବା

ଉଇକିଅଭିଧାନ‌ରୁ

ଯାଗ ଘିଅ କୁକୁର ଖାଇବା

ଉଚ୍ଚାରଣ

[ସମ୍ପାଦନା]

(ଯାଗ ଘିଅ କୁକୁରକୁ ଦେବା ନ୍ୟାୟ—ଅନ୍ୟରୂପ)

ଅନୁବାଦ

[ସମ୍ପାଦନା]

ଦେଶଜ - ପ୍ରବଚନ (ନ୍ୟାୟ)

[ସମ୍ପାଦନା]

ଦେବତାଙ୍କ ପାଇଁ ଉତ୍ସୃଷ୍ଟ ବା ଅଭିପ୍ରେତ ବସ୍ତୁକୁ କୁକୁର ପରି ହୀନ ପ୍ରୀଣୀ) ଭୋଗ କରିବା; ଦେବଭୋଗ୍ୟ ଓ ପବିତ୍ର ବସ୍ତୁକୁ ଅପାତ୍ରରେ ସମର୍ପଣ କରିବା; ଉତ୍ତମ ପଦାର୍ଥର ଅପବ୍ୟବହାର କରିବା —To turn a good thing into a bad use.