Jump to content

ଯାଙ୍କ

ଉଇକିଅଭିଧାନ‌ରୁ

ଯାଙ୍କ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ସର୍ବ (ପଦ୍ୟରେ ବ୍ୟବହୃତ)

[ସମ୍ପାଦନା]
୧. (ସମ୍ମାନାର୍ଥକ); ଏକବଚନ ଯେଉଁ ବ୍ୟକ୍ତିଙ୍କର —୧. Whose (singular); of whom
୨. (ବହୁବଚନ) ଯେଉଁମାନଙ୍କର —୨. Of Whom; Whose (plural).

[ଉ—ବଢ଼ଇ ନିରତେ, ଧନବୃଦ୍ଧି ସଙ୍ଗେ ଯାଙ୍କ ଧନର ଲାଳସା ରାଧାନାଥ ମହାଯାତ୍ରା]