Jump to content

ଯାଚନ

ଉଇକିଅଭିଧାନ‌ରୁ

ଯାଚନ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଯାଚ ଧାତୁ=ଯାଚଞା କରିବା+ଭାବ. ଅନ+ ସ୍ତ୍ରୀ. ଆ)

[ସମ୍ପାଦନା]
୧. ପ୍ରାର୍ଥନା —୧. Entreaty; petitioning.

[ଉ—ଦାରୁଦୁବଙ୍କର ସମହିତକର ଅଟ, ତେଣୁ . ଏ ଯାଚନ ହେ ରାଧାନାଥ. ମେଘଦୂତ]

୨. ଭିକ୍ଷା —୨. Begging.
୩. (+କରଣ ଅନ; +ଆ)—ଦରଖାସ୍ତ —୩. A petition (Apte).