Jump to content

ଯାଚନକ

ଉଇକିଅଭିଧାନ‌ରୁ

ଯାଚନକ

ଉଚ୍ଚାରଣ

[ସମ୍ପାଦନା]
(ଯାଚନିକା—ସ୍ତ୍ରୀ) 

ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ - (ଯାଚ ଧାତୁ+କର୍ତ୍ତୃ. ଅନ+କଣ୍)

[ସମ୍ପାଦନା]
୧. ଯାଚକ; ଭିକ୍ଷୁକ —୧. Beggar.
୨. ଦରଖାସ୍ତକାରୀ ବ୍ୟକ୍ତି —୨. A petitioner.
୩. କ୍ଳୀ (ଯାଚ୍ ଧାତୁ+ଭାବ. ଅନ+କଣ୍)—ପ୍ରାର୍ଥନା —୩. Entreaty.