ଯାଚମାନ
(ଯାଚମାନା—ସ୍ତ୍ରୀ)
ଭିକ୍ଷା କରୁଥିବା —Begging.
[ଉ—ଯୁଧିଷ୍ଠିର ବୋଇଲେ ଏକ ଯାଚମାନ, ବ୍ରାହ୍ମଣେ ଡାକିଆଣି ନାହିଁ ଏ ବଚନ କୃଷ୍ଣସିଂହ. ମହାଭାରତ. ବନ]