ଯାଚିତ
ଦେଖଣା
ଯାଚିତ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷଣ - (ଯାଚ ଧାତୁ+କର୍ମ. ତ)
[ସମ୍ପାଦନା]- ୧. ପ୍ରାର୍ଥିତ — ୧. Begged For; prayed for.
- ୨. ମୃତ —୨. Dead; deceased.
- ୩. ଆବଶ୍ୟକ — ୩. Requisite; necessary (Apte).
ସଂସ୍କୃତ - ବିଶେଷ୍ୟ - (ଯାଚ ଧାତୁ+ଭାବ. ତ)
[ସମ୍ପାଦନା]- ୧. ପ୍ରାର୍ଥନା —୧. Entreaty.
- ୨. ବିକ୍ଷୁକ ବୃତ୍ତି —୨. The profession of a beggar (Apte).
ଯାଚିତ
ଉଚ୍ଚାରଣ
[ସମ୍ପାଦନା](ଯାଚିତ୍ରୀ—ସ୍ତ୍ରୀ)
ସଂସ୍କୃତ - ବିଶେଷଣ - ପୁଂ—(ଯାଚ୍ ଧାତୁ=ଯାଚଞା କରବି+କର୍ତ୍ତୃ. ତୃ; ଯାଚିତୃ ଶବ୍ଦ ୧ମା. ୧ବ.)
[ସମ୍ପାଦନା]ଯଚ୍ଞାକାରୀ — Begging.
ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ -
[ସମ୍ପାଦନା]- ୧. ଭିକ୍ଷୁକ — ୧. A beggar.
- ୨. ବନ୍ୟାର ପାଣି ଗ୍ରହଣାର୍ଥ ପ୍ରାର୍ଥୟିତା ବ୍ୟକ୍ତି —୨. A suitor for a girl (Apte)
- ୩. ଦରଖାସ୍ତକାରୀ ବ୍ୟକ୍ତି —୩. A petiṭioner.