Jump to content

ଯାଚିତକ

ଉଇକିଅଭିଧାନ‌ରୁ

ଯାଚିତକ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଯାଚିତ+ନିର୍ବୃତ୍ତାର୍ଥେ. କ)

[ସମ୍ପାଦନା]
୧. ପ୍ରାର୍ଥିତ ବାସ୍ତୁ —୧. Prayed for thing.
୨. ଭିକ୍ଷା ଲବ୍ଧ ବସ୍ତୁ —୨. A thing got by begging (Apte).
୩. ବ୍ୟବହାର ପାଇଁ ଉଧାରି କରି ଆଣିଥିବା ବସ୍ତୁ —୩. Any thing borrowed for use (Apte).