ଯାଚିଲା ଦରବ ଛାଡ଼ିବ ନାହିଁ
ଦେଖଣା
ଯାଚିଲା ଦରବ ଛାଡ଼ିବ ନାହିଁ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଯାଚିଲା ଦରବ ଛାଡ଼ିବ ନାହିଁ
|
ଦେଶଜ - ପ୍ରବଚନ (ଉପଦେଶ)
[ସମ୍ପାଦନା]କୌଣସିଲୋକ ସ୍ୱତଃପ୍ରଣାଦିତ ହୋଇ କୌଣସି ପଦାର୍ଥକୁ ଦେବାକୁ ଇଚ୍ଛା କଲେ ଉକ୍ତ ଦାନ ଗ୍ରହଣ କରିବାକୁ ଅସ୍ୱୀକାର କରିବ ନାହିଁ —Do not refuse to take a gift which a person offers you voluntarily.