ଯାଚି ଦେବା
ଦେଖଣା
ଯାଚି ଦେବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଯାଚି ଦେବା
|
ଦେଶଜ - କ୍ରି.—(ସଂସ୍କୃତ - ଯାଚ୍ ଧାତୁ)
[ସମ୍ପାଦନା]ପ୍ରାର୍ଥନା କରୁ ନ ଥିବା ବ୍ୟକ୍ତିକୁ କୌଣସି ପଦାର୍ଥ ଦେବା — To give a thing without the asking.
(ଉ—ପଦ ପଦକରେ ଯାଚି ଦେଉ ଥାଏ, ଶକ୍ରପଦ ମଣିନଥ ଝଲା କବିସୂର୍ଯ୍ୟ. ସଙ୍ଗୀତ)