ଯାଚ୍ଞା
ଦେଖଣା
ଯାଚ୍ଞା
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ଯାଚ ଧାତୁ=ଯାଚଞା କରିବା+ଭାବ. ନ+ସ୍ତ୍ରୀ ଆ, ନିପାତନ)
[ସମ୍ପାଦନା]- ୧. ମାଗିବା; ଭିକ୍ଷା କରିବା — ୧. Begging for alms mendicancy.
[ଉ —ଗୋଡ଼ାନ୍ତି ସଙ୍ଗତ ଯାଚଞା ପଟୁ ବଟୁଦଳ ରାଧାନାଥ. ମହାଯାତ୍ରା]
- ୨. ବିନୀତ ଅନୁରୋଧ; ପ୍ରାର୍ଥନା — ୨. Request; entreaty.
- ୩. କନ୍ୟାକୁ ବିବାହ କରିବା ପ୍ରସ୍ତାବ —୩. Making an offer of marriage (with a girl) (Spte).