Jump to content

ଯାଚ୍ କରିବା

ଉଇକିଅଭିଧାନ‌ରୁ

ଯାଚ୍ କରିବା

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ - (କଚିରିଆ)

[ସମ୍ପାଦନା]
୧. କୌଣସି ବିଷୟ ବା ଲେଖ ଠିକ୍ ଅଛି କି ନାଁ, ଏହା ମୁକାବିଲା କରିବା — ୧. To check the correctness of a matter.
୨. ତୁଳନା କରିବା —୨. To compare.
୩. ପରୀକ୍ଷା କରିବା —୩. To test; to examine.
୪. ହିସାବ ତନଖିବା —୪. To audit.