Jump to content

ଯାଚ୍ (ଧାତୁ)

ଉଇକିଅଭିଧାନ‌ରୁ

ଯାଚ୍ (ଧାତୁ)

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ -

[ସମ୍ପାଦନା]
୧. ଯାଚଞା କରିବା; ମାଗିବା; ଭିକ୍ଷା କରିବା — ୧. To ask for; to beg for.
୨. ଅନୁରୋଧ କରିବା —୨. To request.
୩. ଆବେଦନ କରିବା —୩. To petition.
୪. ପ୍ରାର୍ଥନା କରିବା —୪. To pray for.
୫. ସମର୍ପଣ କରିବା — ୫. To surrender.
୬. ବିବାହ ପାଇଁ (କନ୍ୟା ପାଇବାକୁ) ପ୍ରାର୍ଥନା କରିବା —୬. To demand (bride) in mariage (Apte).