ଯାଜୁଷୀ ଗାୟତ୍ରୀ
ଦେଖଣା
ଯାଜୁଷୀ ଗାୟତ୍ରୀ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]ଛଅବର୍ଣ୍ଣବିଶିଷ୍ଟ ଯଜୁର୍ବେଦର ଛନ୍ଦୋବିଶେଷ — A vedic metre of ୬ syllables.
[ଦ୍ରଷ୍ଟବ୍ୟ —ବିଭିନ୍ନ ସଂଖ୍ୟକ ବର୍ଣ୍ଣବଶିଷ୍ଟ ଯଜୁର୍ବେଦର ଛନ୍ଦ ମାନଙ୍କରେ ଭିନ୍ନ ଭିନ୍ନ କାମ ଅଛି ଯଥା— ୭ ବର୍ଣ୍ଣି ବିଶିଷ୍ଟ—ଯାଜୁଷୀ ଉଷ୍ଣୀକ୍ ୮ ବର୍ଣ୍ଣ ବିଶିଷ୍ଟ—ଯାଜୁଷୀ ଅନୁଷ୍ଟୁପ୍ ୯ ବର୍ଣ୍ଣ ବିଶିଷ୍ଟ—ଯଜୁଷୀ ବୃହତୀ ୧ ବର୍ଣ୍ଣ ବିଶିଷ୍ଟ ଯାଜୁଷୀ ପଂକ୍ତି ୧୧: ବର୍ଣ୍ଣ ବିଶିଷ୍ଟ—ଯାଜୁଷୀ ତ୍ରିଷ୍ଟୁପ୍ ୧୨: ବର୍ଣ୍ଣ ବିଶିଷ୍ଟ—ଯାଜୁଷୀ ଜଗତୀ—ହିନ୍ଦୀ - ଶ]