ଯାଜ୍ଞିକ
ଦେଖଣା
ଯାଜ୍ଞିକ
ଉଚ୍ଚାରଣ
[ସମ୍ପାଦନା](ଯାଜ୍ଞିକୀ—ସ୍ତ୍ରୀ)
ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷଣ - (ଯଜ୍ଞ+ସମ୍ୱନ୍ଧାଦି ଅର୍ଥରେ. ଇକ)
[ସମ୍ପାଦନା]ଯଜ୍ଞ ସମ୍ୱନ୍ଧୀୟ — Sacrificial
ବିଶେଷ୍ୟ -
[ସମ୍ପାଦନା]- ୧. ଯଜ୍ଞ କର୍ତ୍ତା —୧. The performer of a sacrifice.
- ୨. ଯଜ୍ଞ କାର୍ଯ୍ୟରେ ପୁରୋହିତ —୨. The priest officiating at a sacrifice.
- ୩. ଯଜ୍ଞର କର୍ମକାଣ୍ଡରେ ଅଭିଜ୍ଞ ବ୍ୟକ୍ତି —୩. A ritualist (Apte).
- ୪. ଦର୍ଭ; କୁଶ — ୪. A grass used in sacrifice.
- ୫. ଖଦିର ବୁକ୍ଷ —୫. The catechu tree; Serra Japonica.
- ୬. ପଲାଶ ବୃକ୍ଷ —୬. Butea Frondosa.
- ୭. ଅଶ୍ୱତ୍ଥ ବୃକ୍ଷ —୭. The holy fig tree; Ficus Religiosa.
- ୮. ଯଜ୍ଞସାଧନ ଦ୍ରବ୍ୟାଦି —୮. The materials required for a sacrifice.