Jump to content

ଯାଜ୍ଞିୟ

ଉଇକିଅଭିଧାନ‌ରୁ

ଯାଜ୍ଞିୟ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ଯଜ୍ଞ+ଇୟ)

[ସମ୍ପାଦନା]
୧. ଯଜ୍ଞ ସମ୍ୱନ୍ଧୀୟ —୧. Sacrificial.
୨. ଯଜ୍ଞର ଉପଯୋଗୀ —୨. Fit for a sacrifice (Apte)
୩. ଯଜ୍ଞ କର୍ମରେ ପ୍ରବୀଣ — ୩. Skilled in sacrificial rites.