Jump to content

ଯାଜ୍ୟ

ଉଇକିଅଭିଧାନ‌ରୁ

ଯାଜ୍ୟ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ଯଜ୍ ଧାତୁ=ପୂଜା କରିବା+କର୍ମ. ଯ)

[ସମ୍ପାଦନା]
୧. ଯଜ୍ଞରେ ବଳି ରୂପେ ଦିଆଯିବା ଯୋଗ୍ୟ —୧. Fit to be offered as sacrifice.
୨. ଯଜ୍ଞୀୟ — ୨. Sacrificial.
୩. ବଳି ନିମନ୍ତେ ଅଭିପ୍ରେତ — ୩. Intended for a sacrifice.

ବିଶେଷ୍ୟ -

[ସମ୍ପାଦନା]
୧. ଯାହାଙ୍କ ପାଇଁ ଯଜ୍ଞ କରାଯାଏ; ଯଜମାନ —୧. The principal for whom a sacrifice is performed.
୨. ଯଜ୍ଞର ପୁରୋଧା —୨. The performer of a sacrifice for another (Apte).
୩. ଯାଗଲବ୍ଧ ଦକ୍ଷିଣା — ୩. A fee presented to Brāhmaṇas at a sacrifice.