ଯାଜ୍ୟା
ଦେଖଣା
ଯାଜ୍ୟା
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ. (ଯଜ୍ ଧାତୁ+ଅଧିକରଣ. ଯ+ସ୍ତ୍ରୀ. ଆ)
[ସମ୍ପାଦନା]- ୧. ଯଜ୍ଞ ଭୂମି —୧. The site for the performance of a sacrifice.
- ୨. (+କର୍ମ. ଯ+ଆ) ଦେବ ପ୍ରତିମା —୨. Image of a Deity.
- ୩. ଯଜ୍ଞରେ ହୋତାଙ୍କ ପଠିତ ଋକ୍ ବା ସ୍ତୋତ୍ର — ୩. The hymn recited by the 'Hota' or reciting priest at a sacrifice.