ଯାତଯାମ
ଦେଖଣା
ଯାତଯାମ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷଣ - (ଯାତ=ଗତ ହୋଇଅଛି+ଯାମ=ପ୍ରହର କାଳ ଯାହାର)
[ସମ୍ପାଦନା]- ୧. ପର୍ଯ୍ୟୁଷିତ; ବାସି (ଖାଦ୍ୟ ଆଦି) — ୧. Stale; tainted; soiled; impaired.
- ୨. ଜୀର୍ଣ୍ଣ ଶୀର୍ଣ୍ଣ —୨. Worn out; rickety.
- ୩. ଶୀର୍ଣ୍ଣ — ୩. Lean; emaciated.
- ୪. ପୁନଃ ପୁନଃ ବ୍ୟବହୃତ ପରିଭୃକ୍ତ —୪. Enjoyed; used repeatedly.
- ୫. ତ୍ୟକ୍ତ; ପରିତ୍ୟକ୍ତ —୫. Abandoned; rejected.
- ୬. ଉଚ୍ଛିଷ୍ଟ (ଖାଦ୍ୟାଦି); ଅଇଁଠା — ୬. Spitted out; left as orts.
- ୭. ହ୍ରାସପ୍ରାପ୍ତ — ୭. Faded.
- ୮. ଅପକ୍ୱ; ଅର୍ଦ୍ଧସିଦ୍ଧ —୮. Raw; half-dressed.
- ୯. କ୍ଳାନ୍ତ —୯. Exhausted; worn out (Apte)