ଯାତା
ଦେଖଣା
ଯାତା
ଉଚ୍ଚାରଣ
[ସମ୍ପାଦନା](ଯାତ୍ରୀ—ସ୍ତ୍ରୀ)
ସଂସ୍କୃତ - ବିଶେଷ୍ୟ - .ପୁଲିଙ୍ଗ - (ଯା ଧାତୁ+କର୍ତ୍ତୃ. ତୃ ୧ମା ୧ବ)
[ସମ୍ପାଦନା]- ୧. ଗମନାକାରୀ —୧. Goer.
- ୨. ବାଟୋଇ; ପଥିକ — ୨. Traveller; wayfarer.
- ୩. ରଥଚାଳିକ; ସାରଥି —୩. Charioteer; driver; coachman.
- ୪. ଇନ୍ଦ୍ରଙ୍କ ରଥଚାଳକ; ମାତଳି —୪. Indras charioteer Mātaḻi.
- ୫. ଘାତକ (ହିନ୍ଦୀ - ଶ) — ୫. Murderer.
- ୬. (ସ୍ତ୍ରୀ. ଯାତୃ ଶବ୍ଦ ୧ମା ୧ବ) ଯାଆ; ସ୍ୱାମୀଙ୍କର ଭ୍ରାତୃଜାୟ —୬. The wife of the brother of one's husband.