ଯାତୁ
ଦେଖଣା
ଯାତୁ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷଣ - (ଯା ଧାତୁ+କର୍ତ୍ତୃ. ତୁ)
[ସମ୍ପାଦନା]ଗମନକାରୀ —Going moving; walking.
ବିଶେଷ୍ୟ -
[ସମ୍ପାଦନା]- ୧. ରାକ୍ଷସ —୧. Demon.
- ୨. ଉପଦେବତା; ଭୂତ ପ୍ରେତ —୨. A ghost; an evil spirit.
- ୩. ସମୟ —୩. Time.
- ୪. ପଥିକ —୪. Traveller; wayfarer.
- ୫. ବାୟୁ —୫. Wind.
- ୬. ଅସ୍ତ୍ର ଶସ୍ତ୍ର —୬. Weapon (Apte)