ଯାତ୍ରା କାଳି
ଦେଖଣା
ଯାତ୍ରା କାଳି
ଉଚ୍ଚାରଣ
[ସମ୍ପାଦନା](ଯାତ୍ରା କାଳିଆ—ଅନ୍ୟରୂପ)
ଅନୁବାଦ
[ସମ୍ପାଦନା]ଯାତ୍ରା କାଳି
|
ଦେଶଜ - ବିଶେଷ୍ୟ - (ଯାତ୍ରା+କାଳ=ସମୟ; କାଳୀନ=ସମୟର)
[ସମ୍ପାଦନା]ଯାତ୍ରା ଦେଖିବାକୁ ଆସିଥିବା ବ୍ୟକ୍ତି —Spectators who attend a festival.
ଦେଶଜ - ବିଶେଷଣ -
[ସମ୍ପାଦନା]- ୧. ଯାତ୍ରା ଦେଖିବାକୁ ସମାଗତ —୧. Come or assembled at a place for a festival.
- ୨. ଯାତ୍ରା ଉତ୍ସବ କାଳୀନ —୨. Relating to the time of a festival.