ଯାତ୍ରା ଜମାଇବା
ଦେଖଣା
ଯାତ୍ରା ଜମାଇବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଯାତ୍ରା ଜମାଇବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ଗୋଟିଏ ସ୍ଥାନରେ ବହୁ— ଲୋକଙ୍କୁ ଆକର୍ଷଣ କରି ରୁଣ୍ଡ କରାଇବାର ଉପାୟ କରିବା —୧. To cause a big crowd to assemble at a place by exhibiting or doing something to attract a big crowd to the place of entertainment.
- ୨. ଗୋଳମାଳ ଜନ୍ମାଇବା —୨. To create a row
- ୩. ବହୁ ଲୋକଙ୍କ ମନ ଆକର୍ଷଣ କରି ରୁଣ୍ଡ କରାଇବା ପାଇଁ ଯାତ୍ରାଅଭିନୟରେ ଚିତ୍ତମୋହକର ସୁଆଙ୍ଗ ଆଦି ବାହାର କରିବା —୩. To exhibit mimes in a pantomime so as to attract a large crowd of spectators.