Jump to content

ଯାତ୍ରା ଜୁମକ

ଉଇକିଅଭିଧାନ‌ରୁ

ଯାତ୍ରା ଜୁମକ

ଉଚ୍ଚାରଣ

[ସମ୍ପାଦନା]

[ଯାତ୍ରା ଜ(ଜୁ) ମିବା—ଅନ୍ୟରୂପ]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଯାତ୍ରାରେ ସୁଆଙ୍ଗ ଆଦି ବାହାରିବା ଓ ଚଉପଦୀ ଆଦି ବୋଲାଯିବା ଯୋଗୁ ବହୁତ ଲୋକ ଆକୃଷ୍ଟ ହୋଇ ଗଦା ହେବା ଅବସ୍ଥା —The heat of a pantomime; the condition or moment when the crowd of spectators to a pantomime is immense, owing to mimes and popular songs.