ଯାତ୍ରା ତିଥି
ଦେଖଣା
ଯାତ୍ରା ତିଥି
ଉଚ୍ଚାରଣ
[ସମ୍ପାଦନା]ଯାତ୍ରା ଦିନ, ଯାତ୍ରା ଦିବସ—ଅନ୍ୟରୂପ
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. ବିଶିଷ୍ଟ ଉତ୍ସବର ନିର୍ଦ୍ଦିଷ୍ଟ ଦିନ — ୧. Holiday; a day of a particular festival.
[ଦ୍ରଷ୍ଟବ୍ୟ —ଯେଉଁ ତିଥିରେ ବା ଦିବସରେ ଯେଉଁ ଯାତ୍ରା ହେବାର ନିର୍ଦ୍ଦଷ୍ଟ ଅଛି ତହିଁରୁ କେକେକ ନିମ୍ନରେ ପ୍ରଦତ୍ତ ହେଲା ଯଥା ===
- ୧. . ଜ୍ୟୈଷ୍ଠ ପୂର୍ଣ୍ଣିମା—ସ୍ନାନ ଯାତ୍ରା
- ୨. . ଆଷାଢ଼ ଶୁକ୍ଳ ଦ୍ୱିତୀୟା—ଗୁଣ୍ଡିଚା ଯାତ୍ରା
- ୩. . ଫାଲ୍ଗୁନ ପୂର୍ଣ୍ଣିମା—ଦୋଳ ଯାତ୍ରା
- ୪. . ଫାଲ୍ଗୁନ କୃଷ୍ଣ ଚତୁର୍ଦ୍ଦଶୀ—ଜାଗର ଯାତ୍ରା
- ୫. . ଚୈତ୍ର ଶୁକ୍ଳ ଅଷ୍ଟମୀ—ଅଶୋକାଷ୍ଟମୀ ଯାତ୍ରା ଇତ୍ୟାଦି]
- ୨. ବିଦେଶ ଯିବାର ଅନୁକୂଳ ଦିନ — ୨. A day propitious for starting on a journey.