ଯାତ୍ରା ଫେରେଇବା
ଦେଖଣା
ଯାତ୍ରା ଫେରେଇବା
ଉଚ୍ଚାରଣ
[ସମ୍ପାଦନା]ଯାତ୍ରା ନେ(ଲେ) ଉଟା(ଟେ)ଇବା, ଯାତ୍ରା ବଦଳା (ଳେ) ଇବା—ଅନ୍ୟରୂପ
ଅନୁବାଦ
[ସମ୍ପାଦନା]ଯାତ୍ରା ଫେରେଇବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]କୌଣସି ଉଦ୍ଦେଶ୍ୟପାଇଁ ଯାତ୍ରାକରିବା ପରେ ବା ସମୟରେ ଅଶୁଭ ନିମିତ୍ତମାନ ଦେଖା ଗଲେ, ସେ ଥରକ ଫେରି ଆସି ଆଉ ଥରେ ଶୁଭ ଯୋଗ ଓ ଲକ୍ଷଣ ଦେଖି ଦ୍ୱିତୀୟବାର ଯାତ୍ରା କରିବା —To cancel a starting (which is found afterwards to be ominous) and make a new start under better auspicious indications.