ଯାତ୍ରା ଲଗେଇବା
ଦେଖଣା
ଯାତ୍ରା ଲଗେଇବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଯାତ୍ରା ଲଗେଇବା
|
ଦେଶଜ - କ୍ରି—(ଲକ୍ଷଣାର୍ଥ)
[ସମ୍ପାଦନା]- ୧. କୌଣସି ସ୍ଥାନରେ କଳହ ବା ଗୋଳମାଳ ବା ଅନ୍ୟ କାର୍ଯ୍ୟ କରିବାଦ୍ୱାରା ବହୁଲୋକ ରୁଣ୍ଡ ହେବାର କାରଣ ହେବା —୧. To attract a crowd to a place.
- ୨. କୌଣସି ସ୍ଥାନରେ ଗୋଳମାଳ କରିବା — ୨. To create a row at a place.